ଭରସିବା Bharasibā

  • ଦେ. କ୍ରି — କୌଣସି କାର୍ଯ୍ୟ କରିବାକୁ ସାହସୀ ହେବା — To be hold enough to do a thing; to venture to do a thing; to have courage
  • ଦେ. କ୍ରି — କୃତସଂକଳ୍ପ ହେବା — To resolve to do a thing
  • ଦେ. କ୍ରି — କୌଣସି କାର୍ଯ୍ୟ କରିବାକୁ ହିମତ୍ ବାନ୍ଧିବା — To gird up one's loins to do thing