ଭରସା ଦେବା Bharasā debā

  • ଦେ. କ୍ରି — ଆଶାନ୍ୱିତ କରାଇବା — To raise hope
  • ଦେ. କ୍ରି — କୌଣସି ବ୍ୟକ୍ତିକୁ ବଚନ ଦେବା — To promise
  • ଦେ. କ୍ରି — ସାହସ ଦେବା — To encourage; to infuse courage
  • ଦେ. କ୍ରି — ଆଶ୍ରୟ ଦେବା — To patronise