ଭରତି କରିବା Bharati karibā

  • ଦେ. କ୍ରି — ପୁରାଇବା — To thurst
  • ଦେ. କ୍ରି — ପୂର୍ଣ୍ଣ କରିବା — To fill up
  • ଦେ. କ୍ରି — ପ୍ରବେଶ କରାଇବାବା — To admit
  • ଦେ. କ୍ରି — ବିଦ୍ୟାଳୟରେ ପଢ଼ିବା ପାଇଁ ଛାତ୍ରର ନାମ ଲେଖିବା — To admit a student to a school