ଭରଣ୍ୟଭୁକ୍ Bharaṇyabhuk

  • ସଂ. ବିଣ (ଭରଣ୍ୟ+ଭୁକ୍ ଧାତୁ=ଭୋଜନ କରିବା+ କର୍ତ୍ତୃ କ୍ୱିପ୍; ଭରଣ୍ୟଭୁଜ; 1 ମା. 1 ବ) — ବେତନ ଭୋଗୀ (କର୍ମଚାରୀ) — (a servant) Getting pay; salaried (servant)