ଭରଣି Bharaṇi

  • ଦେ. ବି. (ସଂ. ଭରଣ) — ପୂର୍ଣ୍ଣ କରିବା କ୍ରିୟା — Act of filling up
  • ଦେ. ବି. (ସଂ. ଭରଣ) — ଲୁଗାର ଆଡ଼ ବାଗର ସୁତା — The woof-thread