ଭବ୍ୟଦାୟକ Bhabyadāyaka

  • ସଂ. ବିଣ (ଭବ୍ୟ+ଦା ଧାତୁ+କର୍ତ୍ତୃ. ଅକ) — ସୁଖଦ; ସୁଖପ୍ରଦ — Causing happiness
  • ସଂ. ବିଣ (ଭବ୍ୟ+ଦା ଧାତୁ+କର୍ତ୍ତୃ. ଅକ) — [ଉ—ଭବ୍ୟଦାୟକ ମାଣିକ୍ୟ କର; ଭ୍ରମ ଜାତ କରୁଅଛି ମଧୁରା ଧର। କବିସୂର୍ଯ୍ୟ. କିଶୋରୀ ଚମ୍ପୂ ଭ. ଗୀତ।]