ଭବୁସି, ଭବୁସୀ Bhabu(si)sī

  • ଦେ. ବିଣ. (ସଂ. ଭଜ୍ ଧାତୁ) — ଭକ୍ତ — Devoted to
  • ଦେ. ବିଣ. (ସଂ. ଭଜ୍ ଧାତୁ) — ଯେ କୌଣସି ବ୍ୟକ୍ତିର ମନ ଜଗିଥାଏ — Acting according to the wish or pleasure of a person
  • ଦେ. ବିଣ. (ସଂ. ଭଜ୍ ଧାତୁ) — ନିୟତ ସେବାକାରୀ — Diligently serving
  • ଦେ. ବିଣ. (ସଂ. ଭଜ୍ ଧାତୁ) — କୌଣସି ବ୍ୟକ୍ତିଠାରେ ଶରଣାପନ୍ନ — Taking shelter under a person
  • ବି — ଭକ୍ତି — Devotion
  • ବି — ଆସକ୍ତି; ଅନୁରକ୍ତି — Attachment
  • ବି — ଭଜାଇବା; ରସାଇବା କର୍ମ — The act of pleasing a person