ଭଦ୍ରୋଚିତ Bhadrochita

  • ସଂ. ବିଣ (ଆଧୁନିକ) ( 7 ମୀ ତତ୍; ଭଦ୍ର+ଉଚିତ) — ଶିଷ୍ଟତା ସମ୍ମତ — Polite
  • ସଂ. ବିଣ (ଆଧୁନିକ) ( 7 ମୀ ତତ୍; ଭଦ୍ର+ଉଚିତ) — ସାଧୁ ଜନୋଚିତ — Becoming to or befitting a gentleman