ଭଦ୍ରାଭଦ୍ର Bhadrābhadra

  • ଦେ. ବିଣ (ସହଚର) — ଭଦ୍ର ଓ ଅଭଦ୍ର; ଶିଷ୍ଟ ଓ ଅଶିଷ୍ଟ; ଭଲ ଓ ମନ୍ଦ — Good and bad; gentle and rude
  • ଦେ. ବି — ମଙ୍ଗଳ ଓ ଅମଙ୍ଗଳ — Good and evil