ଭଦ୍ରପର୍ଣ୍ଣୀ Bhadra parṇṇī

  • ସଂ. ବି — ପ୍ରସାରିଣୀ (ଲତା); ପସାରୁଣୀ (ହି. ଶ) — Paederia Foetida (creeper)
  • ସଂ. ବି — ଗମ୍ଭାରି ଗଛ (ଦ୍ରବ୍ୟଗୁଣ) — Gemlina Arborea (tree)