ଭଦ୍ରକାଳୀ
- ସଂ. ବି. ସ୍ତ୍ରୀ — ଦୁର୍ଗାଙ୍କ ମୂର୍ତ୍ତି ବିଶେଷ — An incarnation of Durga
- ସଂ. ବି. ସ୍ତ୍ରୀ — [ଦ୍ର— ଏ ଦେବୀ କ୍ରୋଧରୁ ଉଦ୍ଭୂତ ହୋଇ ବୀରଭଦ୍ର ସହିତ ଦକ୍ଷଯଜ୍ଞ ନାଶ କରିଥିଲେ । ଏହାଙ୍କର 16 ଟି ହାତ ଥିବାର କଳ୍ପିତ ଓ ଏ କାର୍ତ୍ତିକେୟଙ୍କର ଏକମାତୃକା (ହି. ଶ) ।] — [ଦ୍ର— ଏ ଦେବୀ କ୍ରୋଧରୁ ଉଦ୍ଭୂତ ହୋଇ ବୀରଭଦ୍ର ସହିତ ଦକ୍ଷଯଜ୍ଞ ନାଶ କରିଥିଲେ ଏହାଙ୍କର16ଟି ହାତ ଥିବାର କଳ୍ପିତ ଓ ଏ କାର୍ତ୍ତିକେୟଙ୍କର ଏକମାତୃକା (ହି. ଶ) ]
- ସଂ. ବି. ସ୍ତ୍ରୀ — ଗନ୍ଧପ୍ରସାରିଣୀ; ପସାରୁଣୀ ଲତା (ଦେଖ) (ହି. ଶ) — Pasāruṇī (See)
- ସଂ. ବି. ସ୍ତ୍ରୀ — ନାଗର ମୁଥା (ହି. ଶ) — A kind of grass root