ଭଣ୍ଡି କାଙ୍ଗୁଲା Bhaṇḍi kāṅgulā
- ପ୍ରାଦେ. (ଗଡ଼ଜାତ) ପ୍ରାଚୀନ. ବି — ବିପକ୍ଷର ତୋପଗୁଳା ବାଜିଲେ ଗଡ଼ ପାଚିରୀର କିଛି ଅନିଷ୍ଟ କରି ନ ପାରିବ ଏହି ଉଦ୍ଦେଶ୍ୟରେ ପାଚିରିରେ କରାଯାଇଥିବା ଝୁଟା ଛିଦ୍ର ବା ଚୋରୀ ଗାତ — False holes made in the wall of a fort so that the adversary's bullets will not damage the wall
- ପ୍ରାଦେ. (ଗଡ଼ଜାତ) ପ୍ରାଚୀନ. ବି — (ଉ—ଗୁଣ୍ଡ ବାଜିବା ସ୍ଥାନକୁ ହେଜି, ଭଣ୍ଡିକାଙ୍ଗୁଲା ଅଛନ୍ତି ସାଜି । ବ୍ରଜନାଥ. ସମରତରଙ୍ଗ ।)