ଭଣ୍ଡା Bhaṇḍā

  • ଦେ. ବି. (ସଂ. ଭଣ୍ଡ୍ ଧାତୁ) — ଭଣ୍ଡିବା କାର୍ଯ୍ୟ, ଠକିବା କାର୍ଯ୍ୟ — Cheating
  • ଦେ. ବି. (ସଂ. ଭଣ୍ଡ୍ ଧାତୁ) — (ସଂ. ଭଣ୍ଡ୍ ପିଣ୍ଡ) କଦଳୀ କାନ୍ଧିର ଅଗ୍ରରେ ଥିବା ଭଣ୍ଡାକାର ମୁକୁଳମଞ୍ଜରୀ; ଏଥିରୁ କ୍ରମଶଃ କଦଳୀ ଫେଣାମାନ ବାହାରୁଥାଏ — The sheath containing layers of blossoms of the plantain which is at the top of the bunch
  • ଦେ. ବି. (ସଂ. ଭଣ୍ଡ୍ ଧାତୁ) — (ସଂ. ପିଣ୍ଡିକ ।)—ଗୋଡ଼ର ପେଣ୍ଡା, ଆଣ୍ଠୁ ଓ ଗୋଇଠି ମଧ୍ୟସ୍ଥ ଗୋଡ଼ର ପଛଆଡ଼ର ମାଂସଳ ଅଂଶ; ନଳୀ ଗୋଡ଼ର ପଛଆଡ଼ର ମାଂସଳ ଅଂଶ — The calf of the leg; the swell of the leg
  • ଦେ. ବି. (ସଂ. ଭଣ୍ଡ୍ ଧାତୁ) — [ଉ—"ଥରିଲା ପାଦର ଭଣ୍ଡା ଥର ଥର ଥରେ"—ରାଧାନାଥ. ମହାଯାତ୍ରା]
  • ପ୍ରାଦେ (କଳାହାଣ୍ଡି)—ବି — ହାଣ୍ଡି — Earthen cooking pot