ଭଣ୍ଡାରିଆ Bhaṇḍāriā

  • ଦେ. ବି — ଭଣ୍ଡାରଭାରପ୍ରାପ୍ତ ଚାକର — A store keeper
  • ଦେ. ବି — ଭଣ୍ଡାରି — A barber
  • ଦେ. ବି — (ଯଥା—ମାର୍ ମାର୍ ଭଣ୍ଡାରିଆକୁ ମାର୍—ଢଗ ।)
  • ଦେ. ବି — ସାରସ ଜାତୀୟ କୃଷ୍ଣବର୍ଣ୍ଣର ପକ୍ଷୀ — A kind of black bird