ଭଣ୍ଡାରା Bhaṇḍarā
- ଦେ. ବିଣ — (ସଂ. ପଣ୍ଡ, ସଂ. ଭଣ୍ଡ=ହାନି; କ୍ଷତି) —ପଣ୍ଡ, ନଷ୍ଟ, ବିଫଳ, ବିଗିଡ଼ିଥିବା — Spoilt; baffled
- ଦେ. ବିଣ — (ଯଥା— ବର୍ଷାଯୋଗୁଁ ଭୋଜୀ ଭଣ୍ଡର ହୋଇ— ଗଲା ।)
- ଦେ. ବିଣ — (ସଂ. ଭଣ୍ଡ) ଲଜ୍ଜିତ — Ashamed
- ଦେ. ବିଣ — ଲଜ୍ଜାଗ୍ରସ୍ତ — Put to shame
- ଦେ. ବିଣ — ହାସ୍ୟାସ୍ପଦ — Ludicrous; ridiculous
- ଦେ. ବିଣ — ଯେ ଭଣ୍ଡାଏ; ପ୍ରତାରକ — Fraudulent; deceitful; cheating
- ଦେ. ବିଣ — ପ୍ରତାରିତ — Defrauded; cheated