ଭଣ୍ଡାରକରିବା Bhaṇḍarakaribā
- ଦେ. କ୍ରି — (ସଂ. ପଣ୍ଡ, ଭଙ୍ଗ) କୌଣସି କାର୍ଯ୍ୟକୁ ପଣ୍ଡ ବା ନଷ୍ଟ କରିବା — To spoil a work
- ଦେ. କ୍ରି — (ସଂ. ଭଣ୍ଡ) କୌଣସି ବ୍ୟକ୍ତିକୁ ଲଜ୍ଜାଗ୍ରସ୍ତ କରିବା — To put a person to shame
- ଦେ. କ୍ରି — ହାସ୍ୟାସ୍ପଦ କରାଇବା — To expose a person to ridicule