ଭଣ୍ଡାଇବା Bhaṇḍāibā

  • ଦେ. କ୍ରି—(ସଂ. ଭଣ୍ଡ୍ ଧାତୁ) — ଧପାଇବା; ଠକିବା — To cheat; to deceive
  • ଦେ. କ୍ରି—(ସଂ. ଭଣ୍ଡ୍ ଧାତୁ) — [ଉ—ଦେହେ ଛାପା ନିଏ, ଲୋକଙ୍କୁ ଭଣ୍ଡାଏ । ଦୀନକୃଷ୍ଣ. ଧର୍ମସାଗର ।]
  • ଦେ. କ୍ରି—(ସଂ. ଭଣ୍ଡ୍ ଧାତୁ) — ଶିଶୁଙ୍କୁ ଏଣୁ ତେଣୁ କଥାଦ୍ୱାରା ଭୁଲାଇବା — To inveigle children
  • ଦେ. କ୍ରି—(ସଂ. ଭଣ୍ଡ୍ ଧାତୁ) — ଟାଳଟୁଳପୂର୍ବକ କାଳକ୍ଷେପଣ କରିବା — To put off the doing of a thing from day to day on one pretext or other