ଭଣ୍ଡରା Bhaṇḍarā

  • ପ୍ରାଦେ. (ସମ୍ବଲପୁର) (ତୁଳ. ହି. ଏହି ଅର୍ଥରେ ଭଣ୍ଡାରା) — ଭୋଜି; ମହୋତ୍ସବ — A feast
  • ପ୍ରାଦେ. (ସମ୍ବଲପୁର) (ତୁଳ. ହି. ଏହି ଅର୍ଥରେ ଭଣ୍ଡାରା) — ସାଧୁ ବା ବାବାଜିମାନଙ୍କ ଭୋଜି — A feast of ascetics