ଭଣ୍ଡ ତପସ୍ୱୀ Bhaṇḍa tapaswī

  • ସଂ. ବି. ପୁଂ (କର୍ମଧା; ଭଣ୍ଡ+ତପସ୍ୱିନୀ; 1 ମା. 1 ବ) — ବିରାଡ଼ି ବଇଷମ; କପଟବୈରାଗୀ; ତାପସବେଶଧାରୀ ଶଠ; ଛଦ୍ମତପସ୍ୱୀ — A hypocritical ascetic
  • ସଂ. ବି. ପୁଂ (କର୍ମଧା; ଭଣ୍ଡ+ତପସ୍ୱିନୀ; 1 ମା. 1 ବ) — ଧୂର୍ତ୍ତ; ପ୍ରତାରକ ବ୍ୟକ୍ତି — A cheat; a dessembler
  • ସଂ. ବି. ପୁଂ (କର୍ମଧା; ଭଣ୍ଡ+ତପସ୍ୱିନୀ; 1 ମା. 1 ବ) — କୃତ୍ତ୍ରିମ ଧାର୍ମିକ — A person who assumes piety