ଭଣ୍ଟାକୀ Bhaṇṭākī

  • ସଂ. ବି. ସ୍ତ୍ରୀ (ଭଟ୍ ଅନୁକରଣ ଶବ୍ଦ+ଆକ+ଈ; ପୋଡ଼ିବା ନିମନ୍ତେ ବାଇଗଣକୁ ନିଆଁରେ ପକାଇଲେ ତାହା ଫାଟିଯାଇ ସେଥିରୁ ଉଠିବା ଶବ୍ଦରୁ) — ବାର୍ତ୍ତାକୀ; ବାଇଗଣ — Brinjal; egg-fruit