ଭଣଜା ବୋଉ Bhaṇajā bou

  • ଦେ. ବି. ସ୍ତ୍ରୀ (ସଂ. ଭଗିନୀଜ ବଧୂ) — ଭଣଜାର ସ୍ତ୍ରୀ — The wife of one's sister's son
  • ଦେ. ବି. ସ୍ତ୍ରୀ (ସଂ. ଭଗିନୀଜ ବଧୂ) — [ଉ— ଦୋଳିରେ ଯାଏ ଦୋଳିରେ ଆସେ, ଭଣଜାବୋହୂ ଭାତ ପରସେ—ଶିଶୁଗୀତ।]