ଭଟାଭଟି କରିବା Bhaṭābhaṭi karibā

  • ଦେ. କ୍ରି — ବଟାବଟି କରିବା; ଭଣ୍ଡାଇବା; ଧପାଇବା — To inveigle; to put off on some excuse
  • ଦେ. କ୍ରି — ଠକାଇବା; ପ୍ରତାରଣା କରିବା — To deceive; to defraud