ଭଟା ପଡ଼ିବା Bhaṭā paṟḍ̠ibā
- ଦେ. କ୍ରି — ନଦୀ ବା ସମୁଦ୍ରର ଜୁଆର ଛାଡ଼ି ଯିବା — To ebb (said of the sea or of a river)
- ଦେ. କ୍ରି — (ଲକ୍ଷଣାର୍ଥ)—କୌଣସି କାର୍ଯ୍ୟରେ ବାଧା ପଡିବା (ଜାହାଜ କିମ୍ବା ଡଙ୍ଗାମାନ ଭଟାରେ ପଡ଼ି ଅଟକିବା ଉପମାରୁ) — Obstruction in coures of the execution of some business
- ଦେ. କ୍ରି — (ଉ—ଭଟା ପଡ଼ିଗଲା ଦୁଷ୍ଟ କଳ୍ପନା ଜୁଆରେ—ଚିନ୍ତାମଣି. ବିକ୍ରମାଦିତ୍ୟ।)