ଭଟକେଇବା Bhaṭkeibā

  • ଦେ. କ୍ରି — କ୍ଷତିଗ୍ରସ୍ତ କରିବା — To cause loss to a person
  • ଦେ. କ୍ରି — ଭୀତ କରାଇବା — To frighten
  • ଦେ. କ୍ରି — ହୁରୁଡ଼ାଇ ଦେବା — To scare away
  • ଦେ. କ୍ରି — ଭ୍ରମରେ ପକାଇବା — To cause a person to fall into error
  • ଦେ. କ୍ରି — ଠକାଇବା — To cheat; to defraud