ଭଟ ମିଶ୍ର Bhaṭa miṡra
- ଦେ. ବି — ଭଟ୍ଟମିଶ୍ର (ଦେଖ) — Bhaṭṭa miṡra (See)
- ପ୍ରାଦେ. (ବାଣପୁର, ପୁରୀଜିଲ୍ଲା) ସଂ. (ଭଟ= ନୀଚ, ହୀନ) — ପତିତ ବ୍ରାହ୍ମଣଙ୍କ ଉପାଧି ବିଶେଷ — The family title of a class of fallen Brāhmaṇas of Banpur in the Puri district who were outcasted for giving their girls in marriage to Kshatriya Kings
- ପ୍ରାଦେ. (ବାଣପୁର, ପୁରୀଜିଲ୍ଲା) ସଂ. (ଭଟ= ନୀଚ, ହୀନ) — [ଦ୍ର—କଥିତ ଅଛି ଯେ ଏହାଙ୍କ ପୂର୍ବପୁରୁଷ ରାଜବଂଶକୁ କନ୍ୟା ପ୍ରଦାନ କରିବା ଫଳରେ ସମାଜଚ୍ୟୁତ ହୋଇଥିଲେ।]