ଭଜାଇ ଦେବା Bhajāi debā
- ଦେ. କ୍ରି — ସାକ୍ଷାତ୍ ପ୍ରମାଣ ଦ୍ୱାରା କୌଣସି ବିଷୟର ସତ୍ୟତା ପ୍ରତିପନ୍ନ କରାଇବା — To have the truth of a matter established by proof
- ଦେ. କ୍ରି — ସମ୍ପୃକ୍ତ ବ୍ୟକ୍ତିର ଉପସ୍ଥିତି ଓ ଉକ୍ତିଦ୍ୱାରା କୌଣସି ବିଷୟର ସଭ୍ୟତା ବା ଅସତ୍ୟତା ପ୍ରମାଣ କରାଇବା — To have a thing proved or disproved by confronting the person concerned