ଭଜା ଭଜି Bhajā bhaji

  • ଦେ. ବି (ସଂ. ଭର୍ଜନ) — ଭାଜିବା ପ୍ରକ୍ରିୟା — Act of frying
  • ଦେ. ବି (ସଂ. ଭର୍ଜନ) — ଭଜା ଆଦି ତରକାରୀ — Curry and fried vegetables
  • ବିଣ — ଯାହା ଦ୍ୱାରା ଭାଜିବା କ୍ରିୟା ସମ୍ପାଦିତ ହୁଏ — Used in frying
  • ବିଣ — (ଯଥା—ଭଜା ଭଜି ଆଟିକା।)