ଭଜା Bhajā
- ଦେ. ବି (ସଂ. ଭଜ୍ ଧାତୁରୁ ଭର୍ଜନ) — ଭର୍ଜନ; ଭାଜିବା କର୍ମ — Act of frying; roasting; baking
- ଦେ. ବି (ସଂ. ଭଜ୍ ଧାତୁରୁ ଭର୍ଜନ) — ଭର୍ଜିତ ଖାଦ୍ୟ; ଭାଜି; ଭଜା ହୋଇଥିବା ଖାଦ୍ୟ — Fried food; roast
- ଦେ. ବି (ସଂ. ଭଜ୍ ଧାତୁରୁ ଭର୍ଜନ) — (ଯଥା—ଚାଉଳଭଜା, କଦଳୀଭଜା।)
- ଦେ. ବିଣ (ସଂ—ଭର୍ଜିତ) — ଭର୍ଜିତ; ଯାହାକୁ ଭାଜିବାକୁ ହୋଇଥାଏ — Fried; roasted; baked
- ଦେ. ବିଣ (ସଂ—ଭର୍ଜିତ) — (ଯଥା—ଭଜାମୁଗ, ଭଜାମାଛ, ଦୋଭଜା ଖଇ।)
- ଦେ. ବିଣ (ସଂ—ଭର୍ଜିତ) — [ଉ—ଜ୍ଞାନାତ୍ମାମୟ ତୁ ଅଗୁଣ, ସକାମେ ଯେ ତୋର ଚରଣ, ପୂଜନ୍ତି ଜନ୍ମ ତାଙ୍କ ନାହିଁ, ଭଜା ବୀଜର ପ୍ରାୟ ହୋଇ। ଜଗନ୍ନାଥ. ଭାଗବତ।]
- ଦେ. ବିଣ (ସଂ—ଭର୍ଜିତ) — ଯାହାଦ୍ୱାରା ଭାଜିବା କ୍ରିୟା ସାଧିତ ହୁଏ — Used for frying
- ଦେ. ବିଣ (ସଂ—ଭର୍ଜିତ) — (ଯଥା—ଭଜା ଖଡ଼ିକା; ଭଜା ହାଣ୍ଡି—
- ଦେ. ବିଣ (ସଂ—ଭର୍ଜିତ) — ଘୃତାଦିରେ ଯାହାକୁ ଭର୍ଜିତ କରାଯାଇଅଛି — Fried in ghee or oil
- ଦେ. ବିଣ (ସଂ—ଭର୍ଜିତ) — (ଯଥା—ଘିଅଭଜା ଶାଗ।)
- ଦେ. ବିଣ (ସଂ—ଭର୍ଜିତ) — ବାଲିରେ ମିଶାଇ ଯାହା ଭର୍ଜିତ ହୋଇ— ଥାଏ — Fried by being put in heated. sand etc
- ଦେ. ବିଣ (ସଂ—ଭର୍ଜିତ) — (ଯଥା—ବାଲିଭଜା ମୁଗ)