ଭଜଲି କରିବା Bhajali karibā

  • ଦେ. କ୍ରି. — ଥଟ୍ଟା କରିବା — To cut jokes; to jest
  • ଦେ. କ୍ରି. — ବାହାନା କରିବା — To feign
  • ଦେ. କ୍ରି. — ପ୍ରଶ୍ନର ଠିକ୍ ଯବାବ୍ ନ ଦେଇ ଏଣୁ ତେଣୁ ଯବାବ୍ ଦେବା — To return evasive answers to questions; to prevaricate