ଭଜନ ସ୍ମରଣ Bhajana smaraṇa
- ସଂ. ବି—(ସମାର୍ଥକ ସହଚର) — ସ୍ତୁତିପାଠାଦି — The saying of prayers or recital of hymns
- ସଂ. ବି—(ସମାର୍ଥକ ସହଚର) — ସ୍ତୁତି ପାଠ ଓ ମାଳା ଜପ — Prayers and telling of beads
- ସଂ. ବି—(ସମାର୍ଥକ ସହଚର) — ଦୈନିକ ଦେବାର୍ଚ୍ଚନ — Daily worship of God
- ସଂ. ବି—(ସମାର୍ଥକ ସହଚର) — ସନ୍ଧ୍ୟାହ୍ନିକ — Daily prayers and rites