ଭଜନ ସାଧନ Bhajana sādhana

  • ସଂ. ବି (ସହଚର) — ସ୍ତବ ଓ ପୂଜା; ପୂଜା ଓ ଜପ ସେବା ଆରାଧନା — Worshipping and praying; worship and prayer
  • ସଂ. ବି (ସହଚର) — ଦେବାର୍ଚ୍ଚନ; ସନ୍ଧ୍ୟାହ୍ନିକ — Daily worship or prayer
  • ସଂ. ବି (ସହଚର) — ସାଧ୍ୟସାଧନ, ଅନୁନୟ ବିନୟ — Entreaties, repeated prayers