ଭଜନ ମାଳା Bhajana māḻā

  • ସଂ. ବି—( 6 ଷ୍ଠୀ ତତ୍, 4 ର୍ଥୀ ତତ୍) — ଜପାମାଳା; ଯେଉଁ ମାଳା ସାହାଯ୍ୟରେ ଗଣନାପୂର୍ବକ ଦେବାଦିଙ୍କ ନାମ ଜପ କରାଯାଏ — String of beads used for reciting the names of deities
  • ସଂ. ବି—( 6 ଷ୍ଠୀ ତତ୍, 4 ର୍ଥୀ ତତ୍) — ସ୍ତବସଂଗ୍ରହ — Collection of hymns