ଭଜନ ଭାଜନ Bhajana bhājana

  • ଦେ. ବି—(ନିରର୍ଥକ ଦ୍ୱିତୀୟ ସହଚର ଶବ୍ଦ) — ସ୍ତୁତିପାଠାଦି — Hymn
  • ଦେ. ବି—(ନିରର୍ଥକ ଦ୍ୱିତୀୟ ସହଚର ଶବ୍ଦ) — ସନ୍ଧ୍ୟାହ୍ନିକ — Daily prayers
  • ଦେ. ବି—(ନିରର୍ଥକ ଦ୍ୱିତୀୟ ସହଚର ଶବ୍ଦ) — ଗୁପ୍ତ ମନ୍ତ୍ରଣା — Secret consultation or counsel