ଭଜନ ଗୃହ Bhajana gṛuha

  • ସଂ. ବି—( 6 ଷ୍ଠୀ ତତ୍) — ଉପାସନା ମନ୍ଦିର; ଯେଉଁ ମନ୍ଦିରରେ ଦେବତାଙ୍କୁ ଆରାଧନା କରାଯାଏ — A prayer hall
  • ସଂ. ବି—( 6 ଷ୍ଠୀ ତତ୍) — ଗିର୍ଜା — Church
  • ସଂ. ବି—( 6 ଷ୍ଠୀ ତତ୍) — ମସଜୀଦ୍ — Mosque
  • ସଂ. ବି—( 6 ଷ୍ଠୀ ତତ୍) — ଦେବମନ୍ଦିର — Temple