ଭଜକଟ କରିବା Bhajakaṭa karibā
- ଦେ. କ୍ରି — କୌଣସି ଉଦ୍ଦେଶ୍ୟର ସାଧନ ନିମନ୍ତେ ନାନା କଷ୍ଟସାଧ୍ୟ ଉଦ୍ୟମରେ ସଂଶ୍ଳିଷ୍ଟ ହେବା — To be entangled in confused actions with a view to achieve one's object
- ଦେ. କ୍ରି — ଗୋଳମାଳରେ ପଶିବା — To be involved in confusion and entanglements
- ଦେ. କ୍ରି — ହଟହଟାରେ ପଡ଼ିବା — To fall into a false position or predicament