ଭଚକାଇବା Bhachakāibā

  • ଦେ. କ୍ରି — ଧମକାଇବା; ଭୟ ଦେଖାଇବା; ଭୀତଗ୍ରସ୍ତ କରାଇବା — To threaten; to stun a person with fear; to terrify a person
  • ଦେ. କ୍ରି — ପଶ୍ଚା— ଦ୍ଧାବକକୁ ଏଡ଼ିବା; ଭଚକା ମାରିବା — To evade a chase
  • ଦେ. କ୍ରି — ଭଣ୍ଡାଇବା — To put off a person on some excuse