ଭଚକା ଦେବା Bhachakā debā

  • ଦେ. କ୍ରି — ଆପଣାକୁ ଧରିବାକୁ ଗୋଡ଼ାଇଥିବା କୌଣସି ବ୍ୟକ୍ତିକୁ କୌଶଳ ପ୍ରୟୋଗ— ପୂର୍ବକ ଧରା ନ ଦେବା; ଏଡ଼ିବା — To baffle one's pursuers; to evade one's chasers
  • ଦେ. କ୍ରି — ଭଣ୍ଡିବା — To put off on some excuse