ଭଚୁକା Bhachukā

  • ଦେ. ବି — (ବିଲୁଆ ଯେଉଁପରି ପଶ୍ଚାଦ୍ଧାବକ କୁକୁରର ମୁହଁରୁ ପଳାଏ, ସେହିପରି) କୌଶଳପୂର୍ବକ ପଶ୍ଚାଦ୍ଧାବକର କବଳରୁ ଖସିଯିବା — Escaping from onset of a Pursuer; the artful evasion of one's Pursuers
  • ଦେ. ବି — ଟାଳମଟୁଳ — Putting off on various excuses