ଭଙ୍ଗୀୟାନ୍ Bhangīyān

  • ସଂ. ବିଣ. ପୁଂ — (ଭଙ୍ଗ+ଈୟସ; 1 ମା 1 ବ)— ଯେ ରଣରେ ଭଙ୍ଗଦେଇ ପଳାୟନ କରେ — (ଭଙ୍ଗ+ଈୟସ;ମାବ)— ଯେ ରଣରେ ଭଙ୍ଗଦେଇ ପଳାୟନ କରେ— . Deserting from the thick of a fight; renegade from the rank of the army
  • ସଂ. ବିଣ. ପୁଂ — (ଭଙ୍ଗି+ଇୟସ୍; 1 ମା 1 ବଚନ)— ଭଙ୍ଗିମାନ୍ [ଦେଖ] — (ଭଙ୍ଗି+ଇୟସ୍;1ମା1ବଚନ)— ଭଙ୍ଗିମାନ୍ [ଦେଖ]—. Bhaṅgimān (See)