ଭଙ୍ଗିମାନ୍ Bhaṅgimān

  • ସଂ. ବି. ପୁଂ (ଭଙ୍ଗି+ମତ୍ ଅସ୍ତ୍ୟର୍ଥେ; 1 ମା 1 ବଚନ) — ତରଙ୍ଗିତ — Waving
  • ସଂ. ବି. ପୁଂ (ଭଙ୍ଗି+ମତ୍ ଅସ୍ତ୍ୟର୍ଥେ; 1 ମା 1 ବଚନ) — ଭଙ୍ଗିମା; ଛଇଳ — Assuming charming ways
  • ସଂ. ବି. ପୁଂ (ଭଙ୍ଗି+ମତ୍ ଅସ୍ତ୍ୟର୍ଥେ; 1 ମା 1 ବଚନ) — କୌତୁକୀ — Sportful, wanton