ଭଙ୍ଗାଭଙ୍ଗ ଶ୍ଳେଷ Bhaṅgābhaṅga ṡḻesha

  • ସଂ. ବି — କାବ୍ୟାଳଙ୍କାର ବିଶେଷ — A poetical composition in which a line conveys various senses
  • ସଂ. ବି — [ଦ୍ର—ଏ ରଚନାରେ ଅଭଙ୍ଗ ଶ୍ଳେଷ ଓ ସଭଙ୍ଗ ଶ୍ଳେଷ ଦ୍ୱାରା ଗୋଟିଏ ପଦର ନାନା ଅର୍ଥ କରାଯାଇ ପାରେ; ଶ୍ଳେଷ ତଳେ ଟୀକା ଦେଖ।]
  • ସଂ. ବି — (ଉ—ଦୀନତାପ ବିନାଶନ ପାଇଁକି ସେ ହରି, ଉଜ୍ଜ୍ୱଳତ ନୋହୁଛି ଅଛି ତ ବିଭାବରୀ, କୁମୁଦକାରୀ ସତ ବିଚ୍ଛେଦ ତମ ବାରି, ସର୍ବ ଶିରୋଧାର୍ଯ୍ୟ ପୁଣି ଆହାଲାଦ— କାରୀ। ଅଭିମନ୍ୟୁ. ବିଦଗଧ୍ ଚିନ୍ତାମଣି।)