ଭଙ୍ଗା ଭଙ୍ଗା Bhaṅgā bhaṅgā

  • ଦେ. ବିଣ (ବହୁବଚନ) — ବିଶେଷ ଭାଙ୍ଗ ଥିବା; ବଙ୍କା ବଙ୍କା — Having creases and bends
  • ଦେ. ବିଣ (ବହୁବଚନ) — ଦଦରା — Half-broken
  • ଦେ. ବିଣ (ବହୁବଚନ) — ଅସ୍ଫୁଟ (ବାଳଭାଷା) — Prattling [speech.]
  • ଦେ. ବିଣ (ବହୁବଚନ) — ଅସ୍ପଷ୍ଟ (କଥା) — Indistinctly expressed; half-expressed [words]