ଭଗ୍ନାତ୍ମା Bhagnātmā

  • ସଂ. ବି—(ବହୁବ୍ରୀହି; ଭଗ୍ନ+ ଆତ୍ମନ୍; ଭଗ୍ନାତ୍ମନ୍ ଶଦ୍ଦ; 1 ମା 1 ବ.) — ଚନ୍ଦ୍ର — The moon
  • ସଂ. ବି—(ବହୁବ୍ରୀହି; ଭଗ୍ନ+ ଆତ୍ମନ୍; ଭଗ୍ନାତ୍ମନ୍ ଶଦ୍ଦ; 1 ମା 1 ବ.) — [ଦ୍ର—ଗୁରୁପତ୍ନୀ ହରଣ କରିବାରୁ ଶିବ ଏହାଙ୍କୁ ତ୍ରିଶୂଳଦ୍ୱାରା ଦ୍ୱିଖଣ୍ଡିତ କରିଥିଲେ।]