ଭଗ୍ନକଣ୍ଠ Bhagna kaṇṭha

  • ସଂ. ବି (କର୍ମଧା) — ବିକୃତ ସ୍ୱର — Hoarse voice
  • ବିଣ ପୁଂ (ବହୁବ୍ରୀହି) — ଯାହାର ଗଳାର ସ୍ୱର ବିକୃତ ହୋଇଅଛି — Having a croaking or hoarse voice