ଭଗ୍ନ ଦୂତ Bhangna dūta

  • ସଂ. ବି (କର୍ମଧା) — ଅତିକ୍ଳାନ୍ତ ଦୂତ — An over-fatigued messenger
  • ସଂ. ବି (କର୍ମଧା) — ଯେଉଁ ସୈନ୍ୟ ଯୁଦ୍ଧକ୍ଷେତ୍ରରୁ ପଳାଇ ଆସି ଆପଣା ପକ୍ଷର ପରାଜୟବାର୍ତ୍ତା ଆପଣା ରାଜ୍ୟରେ ବା ରାଜାକୁ ଜଣାଏ — A fugitive who carries the news of his own party's defeat to the headquarters