ଭଗ୍ନ ଚେଷ୍ଟ Bhagna cheshṭa

  • ସଂ. ବିଣ. ପୁଂ (ବହୁବ୍ରୀହି) — ଭଗ୍ନୋଦ୍ୟମ; ଯାହାର ଚେଷ୍ଟା ବିଫଳ ହୋଇଅଛି — Having one's endeavours baffled
  • ସଂ. ବିଣ. ପୁଂ (ବହୁବ୍ରୀହି) — ଚେଷ୍ଟାରୁ ନିବୃତ୍ତ — Desisting from any endeavour