ଭଗାଇବା Bhagāibā
- ଦେ. କ୍ରି — ହୁରୁଡ଼ାଇ ଦେବା — To scare away
- ଦେ. କ୍ରି — ତଡ଼ି ଦେବା — To drive away
- ଦେ. କ୍ରି — ପଳାଇବାକୁ ବାଧ୍ୟ କରିବା — To force a person to flee away
- ଦେ. କ୍ରି — ଭଙ୍ଗାଇ ଦେବା; କୌଣସି ବ୍ୟକ୍ତିକୁ ଭୟ ଦେଖାଇ କୌଣସି ସ୍ଥାନରୁ ପଳାଇ ଯିବାକୁ ବାଧ୍ୟ କରିବା — To cause a person to flee away from a place by scaring him or by threatening him