ଭଗବାନ କବିରାଜ Bhagabāna kabirāja
- ଦେ. ବି (ନାମ) — [ଉ— 6 ବର୍ଷ ପୂର୍ବର ଅର୍ଥାତ୍ 14 ଶ ଶତାବ୍ଦୀର ଓଡ଼ିଆ କବି ଗୁଣ୍ଡିଚା ଚମ୍ପୂ ନାମକ ଗ୍ରନ୍ଥର ପ୍ରଣେତା। ଜଗବନ୍ଧୁ. ପ୍ରାଚୀନ ଉତ୍କଳ।] — [ଉ—6ବର୍ଷ ପୂର୍ବର ଅର୍ଥାତ୍14ଶ ଶତାବ୍ଦୀର ଓଡ଼ିଆ କବି ଗୁଣ୍ଡିଚା ଚମ୍ପୂ ନାମକ ଗ୍ରନ୍ଥର ପ୍ରଣେତା ଜଗବନ୍ଧୁ. ପ୍ରାଚୀନ ଉତ୍କଳ]Name of an Oriya poet of the 14th century A. D