ଭକ୍ଷ୍ୟଭୋଜି Bhakshyabhoji

  • ଦେ. ବି — ଯେଉଁ ବ୍ୟକ୍ତିମାନେ କୌଣସି ବ୍ୟକ୍ତିର ଘରେ ଉତ୍ସବାଦି ସମୟରେ ନିମନ୍ତ୍ରିତ ହୋଇ ଅନ୍ନଭୋଜନ କରନ୍ତି; ଜାତି ଭାଇ — Persons who partake of cooked food at a person's house on occasions of caste-dinners
  • ଦେ. ବି — [ଦ୍ର—ସାମାଜିକ ଭୋଜିରେ ଆପଣା ଜ୍ଞାତି କୁଟୁମ୍ବ — (kinsmen)ବନ୍ଧୁବାନ୍ଧବ(relatives)ଙ୍କ ଛଡ଼ା ଏକଜାତୀୟ ଅନ୍ୟ ଯେଉଁ ବ୍ୟକ୍ତିମାନଙ୍କୁ ଅନ୍ନଭୋଜନ ନିମନ୍ତେ ଡକାଯାଏ ସେମାନଙ୍କୁ ଭକ୍ଷଭୋଜୀ ବୋଲାଯାଏ]