ଭକ୍ଷ୍ୟକାର Bhakshyakāra
- ସଂ. ବି. (ଭକ୍ଷ୍ୟ+କୃ+କର୍ତ୍ତୃ. ଅ) — ଯେ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରେ — One who cooks food
- ସଂ. ବି. (ଭକ୍ଷ୍ୟ+କୃ+କର୍ତ୍ତୃ. ଅ) — ହୋଟେଲ୍ବାଲା — Hotel- keeper
- ସଂ. ବି. (ଭକ୍ଷ୍ୟ+କୃ+କର୍ତ୍ତୃ. ଅ) — ଆପୂପିକ; ପିଷ୍ଟକବିକ୍ରେତା — A seller of cakes
- ସଂ. ବି. (ଭକ୍ଷ୍ୟ+କୃ+କର୍ତ୍ତୃ. ଅ) — ଗୁଡ଼ିଆ — Confectioner